SI ନିଯୁକ୍ତି: ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି

ରାଜସ୍ଥାନରେ ୨୦୨୧ ସବ ଇନ୍ସପେକ୍ଟର (SI) ନିଯୁକ୍ତି ରଦ୍ଦ କରିବା ସିଙ୍ଗଲ ବେଞ୍ଚର ଆଦେଶ ଉପରେ ରାଜସ୍ଥାନ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛି। ସୋମବାର (୮ ସେପ୍ଟେମ୍ବର…

ମହିଳାଙ୍କୁ ଜୀଅନ୍ତା ନିଆଁ ଲଗାଇଦେଲେ: ନିଜେ ସ୍କୁଟି ଚଲାଇ ହସ୍ପିଟାଲରେ ପହଞ୍ଚିଲେ

ଉତ୍ତର ପ୍ରଦେଶର ଫାରୁଖାବାଦରେ ୩୩ ବର୍ଷୀୟ ବିବାହିତା ମହିଳା ନିଶା ସିଂହଙ୍କୁ ଦୀପକ ନାମକ ଜଣେ ବ୍ୟକ୍ତି ଓ ତାଙ୍କ ସାଙ୍ଗମାନେ ଜୀଅନ୍ତା ଜାଳି ଦେଇଥିବା ଅଭିଯୋଗ…

ଆଜି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ: କ’ଣ କରିବେ, କ’ଣ କରିବେନି?

୨୦୨୫ର ଦ୍ୱିତୀୟ ତଥା ଅନ୍ତିମ ଚନ୍ଦ୍ର ଗ୍ରହଣ ରବିବାର ହେବାକୁ ଯାଉଛି। ଏହି ଚନ୍ଦ୍ର ଗ୍ରହଣ ଭାରତରେ ଦୃଶ୍ୟମାନ ହେବ। ଏହା ଏକ ବିରଳ ମୁହୂର୍ତ୍ତ, ଯେଉଁଥିରେ…

ଆମେରିକା ଯିବେ ନାହିଁ ପ୍ରଧାନମନ୍ତ୍ରୀ ମୋଦି: ଟାରିଫ୍‌ ବିବାଦ ମଧ୍ୟରେ ଭାରତର ବଡ଼ ନିଷ୍ପତ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ଶେଷରେ ନ୍ୟୁୟର୍କରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘ ସାଧାରଣ ସଭା (UNGA) ଅଧିବେଶନରେ ଯୋଗଦେବେ ନାହିଁ। ତାଙ୍କ ସ୍ଥାନରେ ବୈଦେଶିକ…

ବାୟୋମେଟ୍ରିକ୍‌ ଉପସ୍ଥାନ ବାଧ୍ୟତାମୂଳକ କଲେ ସରକାର, ଏଣିକି ବିଡିଓ ବି

ବାୟୋମେଟ୍ରିକ୍‌ ଉପସ୍ଥାନ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ପଞ୍ଚାୟତ କର୍ମଚାରୀଙ୍କଠାରୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସମାନ ବାୟୋମେଟ୍ରିକ ବ୍ୟବସ୍ଥା କରିଛନ୍ତି ସରକାର। ପଞ୍ଚାୟତ,…

ବିନା ଗ୍ୟାରେଣ୍ଟିରେ ମିଳିବ ୯୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ, ଜାଣନ୍ତୁ ଏହା କେଉଁ ଯୋଜନା, କେମିତି ଉଠାଇବେ ଏହାର ଲାଭ

କେନ୍ଦ୍ର ସରକାର ଦେଶର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ଚଳାଇଛନ୍ତି। ଯଦି ଆପଣ ଛୋଟ ବ୍ୟବସାୟ କରନ୍ତି କିମ୍ବା ରାସ୍ତାରେ କାମ କରନ୍ତି। ତେବେ…

GST ହାର ହ୍ରାସର ଲାଭ ଜନସାଧାରଣ ନିକଟରେ ପହଞ୍ଚିବା ଜରୁରୀ: ନିର୍ମଳା ସୀତାରମଣ

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ୨୨ ସେପ୍ଟେମ୍ବରରେ ଜିଏସଟି ୨.୦ ଲାଗୁ ହେବା ପରେ ସରକାରଙ୍କର ପ୍ରମୁଖ ଅଗ୍ରାଧିକାର ହେଉଛି ଟିକସ ହାର ହ୍ରାସର…

GST ରିହାତି ପରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଟ୍ରମ୍ପଙ୍କ ଟାରିଫକୁ ମାତ୍ ଦେବେ ମୋଦି

ଦ୍ରବ୍ୟ ଏବଂ ସେବା (ଜିଏସଟି)ର ଏକୀକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ କେନ୍ଦ୍ର ସରକାର ଏବେ ଆମେରିକାର ୫୦% ଟାରିଫରୁ ପ୍ରଭାବିତ ରପ୍ତାନିକାରୀଙ୍କ ପାଇଁ ରିହାତି ପଦକ୍ଷେପ…

ମୋଦିଙ୍କ ଜନ୍ମଦିନରେ ବଣ୍ଟାଯିବ ୫୦ ହଜାର ଘର

ଆସନ୍ତା ୧୭ ତାରିଖ ଅର୍ଥାତ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ୫୦ ହଜାର ଅନ୍ତ୍ୟୋଦୟ ଘର ବାଣ୍ଟିବେ ରାଜ୍ୟ ସରକାର। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ…

ଜଳବାୟୁ ପରିବର୍ତ୍ତନ ପାଇଁ ଭାରତରେ ଖାଦ୍ୟ ମୂଲ୍ୟ ବୃଦ୍ଧି, ସବୁ ପନିପରିବା ୧୦୦

ଭାରତରେ ଅତ୍ୟଧିକ ଜଳବାୟୁ ପରିବର୍ତ୍ତନ ଯୋଗୁ ଫସଲ ନଷ୍ଟ ଓ ଯୋଗାଣ ବ୍ୟବସ୍ଥା ବାଧାପ୍ରାପ୍ତ ହେଉଥିବାରୁ ଖାଦ୍ୟ ମୂଲ୍ୟ ତୀବ୍ର ଭାବେ ବୃଦ୍ଧି ପାଉଛି। ଟମାଟୋ, ପିଆଜ…

ରାଷ୍ଟ୍ରପତି ମୁର୍ମୁଙ୍କୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଚାରିଲେ କନ୍ନଡ଼ ଜାଣିଛନ୍ତି ? ମିଳିଲା ଆଶ୍ଚର୍ଯ୍ୟକର ଉତ୍ତର

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୈସୁରୁ ଗସ୍ତ ସମୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରାମୟାଙ୍କ ସହ ଏକ ହାଲୁକା ଓ ହସମଜା ଆଲୋଚନା କରିଥିଲେ। ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍…

ମହାନଦୀ ଜଳ ବିବାଦ: ଫିଟିପାରେ ସମାଧାନ ବାଟ

ଛତିଶଗଡ଼ର ଅମରକଣ୍ଟକ ମାଳଭୂମିରୁ ବାହାରି ବଙ୍ଗୋପସାଗରରେ ମିଶିଥିବା ମହାନଦୀ ଓଡ଼ିଶାର ଜୀବନରେଖା। ମହାନଦୀ ୮୫୧ କି.ମି. ଲମ୍ବର ହୋଇଥିବାବେଳେ ଏଥିରୁ ୪୯୪ କି.ମି. ଓଡ଼ିଶାରେ ପ୍ରବାହିତ। ନଦୀ…

ଟ୍ରମ୍ପଙ୍କୁ ଭାରତ ଦେଲା ୭.୮% GDP  ଝଟ୍‌କା, ଟାରିଫକୁ ଉଚିତ ଜବାବ

ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତି ସାରା ବିଶ୍ୱକୁ  କରୁଥିବା ବେଳେ ଭାରତର ଅର୍ଥନୀତି ଏହାଦ୍ୱାରା ମୋଟେ ପ୍ରଭାବିତ ହୋଇନାହିଁ। ଟ୍ରମ୍ପ ଭାରତକୁ ‘ଡେଡ ଇକୋନୋମୀ’ ବୋଲି କହିଥିଲେ,…

ଯେତେ ଚାପ ପଡ଼ିଲେ ବି ଆମେ ଆମର ଶକ୍ତି ବଢାଇବୁ, ଟ୍ରମ୍ପ ତାରିଫ ମଧ୍ୟରେ ମୋଦୀଙ୍କ ବଡ଼ ବୟାନ

ଅହମଦାବାଦ : ଅହମଦାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ରୋଡ ସୋ କରିବା ସହ ଖୋଡାଲଧାମ ଗ୍ରାଉଣ୍ଡରେ ୫୪୦୦ କୋଟି ଟଙ୍କାର ଅନେକ ବିକାଶ ପ୍ରକଳ୍ପର ଉଦଘାଟନ…