ଆମେରିକାରେ ବୋଇଙ୍ଗ ଜେଟ୍‌ରେ ଲାଗିଲା ନିଆଁ, ସ୍ଲାଇଡ୍ ଦେଇ ବାହାରିଲେ ଆତଙ୍କିତ ଯାତ୍ରୀ

ଶନିବାର ଡେନଭର ଆନ୍ତର୍ଜାତୀୟ ବିମାନବନ୍ଦରରେ ଆମେରିକାନ ଏୟାରଲାଇନ୍ସର ଏକ ବୋଇଙ୍ଗ ୭୩୭ ମ୍ୟାକ୍ସ ୮ ଜେଟ୍‌ରେ ଲ୍ୟାଣ୍ଡିଂ ଗିଅର ସମସ୍ୟା ଯୋଗୁଁ ଟେକ୍‌ଅଫ୍ ବାତିଲ ହେବା ପରେ…

ଶିକ୍ଷାର୍ଥୀଙ୍କ ନିରାପତ୍ତା ପାଇଁ ଜାରି ହେଲା ଗାଇଡ୍‌ଲାଇନ୍‌

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଶିକ୍ଷାର୍ଥୀଙ୍କ ନିରାପତ୍ତା ପାଇଁ ଜାରି ହୋଇଛି ଗାଇଡ୍‌ଲାଇନ୍‌। ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟଗୁଡ଼ିକର ନିରାପତ୍ତା…

କୋର୍ଟରେ ଗୁଳି ସହ ଗ୍ରେନେଡ ମାଡ, ୯ ମୃତ, ରହିଛି ପାକିସ୍ତାନ କନେକ୍ସନ

ଅଜ୍ଞାତ ଆକ୍ରମଣକାରୀମାନେ ଇରାନର ଏକ କୋର୍ଟ କୋଠାରେ ଗୁଳିଚାଳନା ଏବଂ ଗ୍ରେନେଡ ସହିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ସିସ୍ତାନ ଏବଂ ବେଲୁଚିସ୍ତାନ ପ୍ରଦେଶର ରାଜଧାନୀ ଜାହେଦାନରେ…

ଭାରତକୁ ଜୋରଦାର ଝଟ୍‌କା ଦେଲେ ଟ୍ରମ୍ପ: ଏବେ ଆଉ ମିଳିବନି ଚାକିରି!

 ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତର ସ୍ବାର୍ଥ ବିରୋଧରେ ବୟାନବାଜି ଥମିବାର ନାଁ ନେଉନାହିଁ। ଆମେରିକୀୟ ଟେକ କମ୍ପାନୀଗୁଡ଼ିକରେ ଉଚ୍ଚ ପ୍ରଶିକ୍ଷିତ ଭାରତୀୟଙ୍କ ନିଯୁକ୍ତି ବିରୋଧରେ ଟ୍ରମ୍ପ…

ଭାରତରେ ଟେକ୍ ନିଯୁକ୍ତି ବନ୍ଦ କରିବାକୁ ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ, ଗୁଗଲ-ମାଇକ୍ରୋସଫ୍ଟକୁ କହିଲେ ଏମିତି

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁଗଲ ଓ ମାଇକ୍ରୋସଫ୍ଟ ଭଳି ବଡ଼ ଟେକ୍ କମ୍ପାନୀମାନଙ୍କୁ ଭାରତ ସମେତ ବିଦେଶରେ ନିଯୁକ୍ତି ବନ୍ଦ କରି ଆମେରିକାରେ ଚାକିରି ସୃଷ୍ଟି…

ଏବେ ବିଦେଶୀ ମାଟିରେ ଭାରତୀୟ ଉପଭୋକ୍ତାମାନେ କରିପାରିବେ UPI ବ୍ୟବହାର

ଭାରତୀୟ ଉପଭୋକ୍ତାମାନଙ୍କ ପାଇଁ ଏକ ବଡ଼ ଖବର। ଏବେ ଭାରତୀୟମାନେ ବିଦେଶୀ ଭୂମିରେ ମଧ୍ୟ ନିଜର ପସନ୍ଦର ଡିଜିଟାଲ ପେମେଣ୍ଟ ସିଷ୍ଟମ୍ ଯୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI)…

ପରମାଣୁ ଜିଦରେ ଅଟଳ ଇରାନ! ଆମେରିକା-ଇସ୍ରାଏଲ ଆକ୍ରମଣ ଅଟକାଇ ପାରିବେ ନାହିଁ

ଇରାନର ପରମାଣୁ କାର୍ଯ୍ୟକ୍ରମ ଦଶନ୍ଧି ଧରି ଆନ୍ତର୍ଜାତୀୟ ବିବାଦର ବିଷୟ ହୋଇ ରହିଛି। ସମ୍ପ୍ରତି ଇସ୍ରାଏଲ ଓ ଆମେରିକାର ଆକ୍ରମଣ ସତ୍ତ୍ୱେ ଇରାନ ତା’ର ପରମାଣୁ କାର୍ଯ୍ୟକ୍ରମ…

ଶାନ୍ତି ପାଇଁ ୟୁକ୍ରେନ ଆଗରେ ବଡ଼ ସର୍ତ୍ତ ରଖିଲେ ପୁଟିନ୍‌

ୟୁକ୍ରେନ୍‌ ସହ ଶାନ୍ତି ଆଲୋଚନା ନେଇ ପ୍ରସ୍ତୁତ ଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ କହିଥିବାବେଳେ ଏଥିପାଇଁ ମସ୍କୋ ବଡ଼ ସର୍ତ୍ତ ରଖିଛି। ରୁଷିଆ ଏହାର ମୁଖ୍ୟ…

ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ ବିରୋଧରେ ଟ୍ରମ୍ପ୍‌ଙ୍କ ମାନହାନି ମାମଲା

ଧନୀ ଫାଇନାନ୍ସର ଜେଫ୍ରି ଏପ୍‌ଷ୍ଟେଇନ୍‌ଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମ୍ପର୍କକୁ ନେଇ ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲରେ ଗୁରୁବାର ଖବର ପ୍ରକାଶ ପାଇଥିଲା। ଏହାର ଦିନକ…

ବ୍ରହ୍ମପୁତ୍ର ନଦୀରେ ଚାଇନା ଆରମ୍ଭ କଲା ବିଶ୍ୱର ସବୁଠାରୁ ବଡ଼ ବନ୍ଧ ନିର୍ମାଣ କାର୍ଯ୍ୟ, ଭାରତ ପାଇଁ ହେବ କି ଅଡୁଆ?

ଦକ୍ଷିଣ-ପୂର୍ବ ତିବ୍ଦତରେ ବ୍ରହ୍ମପୁତ୍ର ନଦୀ ଉପରେ ଚାଇନା ବିଶ୍ୱର ସର୍ବବୃହତ ନଦୀବନ୍ଧ ନିର୍ମାଣ ଆରମ୍ଭ କରିଛି। ଚାଇନା ଡିସେମ୍ବରରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିଲା। ଚାଇନା ପ୍ରଧାନମନ୍ତ୍ରୀ…

ଶ୍ରାବଣ ମାସରେ KFC ବନ୍ଦ, ହିନ୍ଦୁ ସଂଗଠନର କଡା ଚେତାବନୀ

ଉତ୍ତରପ୍ରଦେଶର ଗାଜିଆବାଦର ବସୁନ୍ଧରା ଅଞ୍ଚଳରେ ଶୁକ୍ରବାର ହିନ୍ଦୁ ରକ୍ଷା ଦଳର ସଦସ୍ୟମାନେ ଶ୍ରାବଣ ମାସ ଓ କାଉଡିଆ ଯାତ୍ରା ଚାଲିଥିବା ବେଳେ ଦୁଇଟି ଲୋକପ୍ରିୟ ଖାଦ୍ୟ ଆଉଟଲେଟ,…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି! D ଏରିଆରେ ପ୍ରବେଶ କଲେ ୩ ସନ୍ଦିଗ୍ଧ

ମୋତିହାରୀର ଗାନ୍ଧୀ ମଇଦାନରେ ଶୁକ୍ରବାର ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି ସମୟରେ କଡ଼ା ସୁରକ୍ଷା ମଧ୍ୟରେ, ସନ୍ଦେହଜନକ ପରିସ୍ଥିତିରେ ତିନି ଜଣ ବ୍ୟକ୍ତି ହଠାତ ହାଇ…

ପୁଟିନଙ୍କୁ ଟ୍ରମ୍ପଙ୍କ ଅଲଟିମେଟମ୍: ୫୦ ଦିନ ମଧ୍ୟରେ ଯୁକ୍ରେନ ଯୁଦ୍ଧ ଶେଷ କର ନଚେତ୍ ୧୦୦% ଟାରିଫ୍

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଆଗାମୀ ୫୦ ଦିନ ମଧ୍ୟରେ ଯୁକ୍ରେନ…

ଜୟଶଙ୍କରଙ୍କ ଚାଇନା ଗସ୍ତ, ୨୦୨୦ ଗାଲୱାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ସି ଜିନପିଙ୍ଗଙ୍କୁ ଭେଟିଲେ

ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ମଙ୍ଗଳବାର ଦିନ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଛନ୍ତି। ୨୦୨୦ ମସିହାରେ ଗାଲୱାନ ଉପତ୍ୟକାରେ ହୋଇଥିବା ମାରାତ୍ମକ ସଂଘର୍ଷ ପରେ ଏହା…