ସ୍ୱିଜରଲ୍ୟାଣ୍ଡରେ ଦ୍ରୁତ ଗତିରେ ତରଳୁଛି ବରଫ ପାହାଡ଼: ଗତ ଦଶନ୍ଧିରେ ୨୫% ହ୍ରାସ

ସ୍ୱିଜରଲ୍ୟାଣ୍ଡର ବରଫ ପାହାଡ଼ ଗୁଡ଼ିକ ୨୦୨୫ରେ ୩% ଆୟତନ ହ୍ରାସ ସହ ବହୁଳ ପରିମାଣରେ ତରଳିଛି, ଯାହା ଇତିହାସରେ ଚତୁର୍ଥ ବୃହତ୍ତମ ବାର୍ଷିକ ହ୍ରାସ। ସ୍ୱିସ୍‌ ହିମବାହ…

ପୁଣି ଭାରତକୁ ଝଟକା ଦେଲେ ଟ୍ରମ୍ପ: ଫିଲ୍ମ ଉପରେ ୧୦୦% ଟାରିଫ୍

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଘୋଷଣା କରିଛନ୍ତି ଯେ, ଆମେରିକା ବାହାରୁ ନିର୍ମିତ ସମସ୍ତ ଫିଲ୍ମ ଉପରେ ୧୦୦% ଟାରିଫ୍‌ ଲାଗୁ କରାଯିବ। ଟ୍ରମ୍ପ କହିଛନ୍ତି,…

ଗାଜା ମୃତ୍ୟୁସଂଖ୍ୟା ୬୬ ହଜାର ଟପିଲା

ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ମୃତ୍ୟୁସଂଖ୍ୟା ୬୬ ହଜାର ଅତିକ୍ରମ କରିଥିବା ରବିବାର ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ମୃତକଙ୍କ ମଧ୍ୟରୁ ଅର୍ଦ୍ଧେକ ହେଉଛନ୍ତି ମହିଳା ଓ ଛୋଟ ପିଲା।…

ଚାଇନାର ପୂର୍ବତନ କୃଷିମନ୍ତ୍ରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଚାଇନାର ପୂର୍ବତନ କୃଷି ଓ ଗ୍ରାମାଞ୍ଚଳ ବ୍ୟାପାର ମନ୍ତ୍ରୀ ଟାଙ୍ଗ ରେଞ୍ଜିଆନ୍‌ଙ୍କୁ ଦୁର୍ନୀତି ମାମଲାରେ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି। ତେବେ ଏହି ଦଣ୍ଡାଦେଶ ୨ ବର୍ଷ ପାଇଁ…

ଟ୍ରମ୍ପଙ୍କ କାର୍‌କେଡ୍‌ ଯିବା ପାଇଁ ସବୁ ରାସ୍ତା ବନ୍ଦ, ଚାଲି ଚାଲି ଫେରିଲେ ଫ୍ରାନ୍ସ ରାଷ୍ଟ୍ରପତି

ଜାତିସଂଘ ସାଧାରଣ ପରିଷଦରେ ଲମ୍ବା ଭାଷଣ ଦେବା ପରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଦୂତାବାସ ଫେରୁଥିବା ବେଳେ ନ୍ୟୁୟର୍କ ପୋଲିସ ତାଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ପୁଣି ଆରମ୍ଭ ହେଲା ଭାରତ-ଆମେରିକା ବାଣିଜ୍ୟ ଆଲୋଚନା: “ସକାରାତ୍ମକ” ସଙ୍କେତ ଦେଲେ ଦୁଇ ପକ୍ଷ

ଡୋନାଲ୍ଡ ଟ୍ରମ୍ପଙ୍କ ୫୦% ଟାରିଫ୍ ଲାଗୁ ପରେ ପ୍ରଥମ ବାଣିଜ୍ୟ ଚୁକ୍ତି ଆଲୋଚନାକୁ ଭାରତ ଓ ଆମେରିକା ଦୁହେଁ ପକ୍ଷ “ସକାରାତ୍ମକ” କହିଛନ୍ତି। ୧୬ ସେପ୍ଟେମ୍ବରରେ ଦିଲ୍ଲୀରେ…

ପୁରୁଣା ଯୁଗକୁ ଫେରିଲା ରୁଷିଆ: ଚାଇନା ସହିତ ସାମଗ୍ରୀ ସହିତ ସାମଗ୍ରୀ ବଦଳ କରି କରୁଛି ବ୍ୟବସାୟ

ପାଶ୍ଚାତ୍ୟ ଦେଶଗୁଡିକର କଟକଣା ଏଡ଼ାଇବା ପାଇଁ ରୁଷିଆ ୧୯୯୦ର ଦଶକ ପରେ ପ୍ରଥମ ଥର ବାର୍ଟର୍‌ ବ୍ୟବସାୟ(ଦ୍ରବ୍ୟ ବା ସାମଗ୍ରୀ ବଦଳରେ ସାମଗ୍ରୀ) ଉପାୟକୁ ପୁନର୍ଜୀବିତ କରିଛି।…

ଆମେରିକା ସହିତ ବାଣିଜ୍ୟ ଚୁକ୍ତି ଉପରେ ଖୁବଶୀଘ୍ର ମିଳିବ ଖୁସିଖବର, ଭାରତକୁ ଟାରିଫ୍‌ ଧମକ ମଧ୍ୟରେ ଟ୍ରମ୍ପ କଲେ…

ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କରେ ଉତ୍ଥାନ-ପତନ ପରେ ବାଣିଜ୍ୟ ଆଲୋଚନା ଥଣ୍ଡା ହେବା ପରି ମନେ ହେଉଥିଲା। କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା…

ଆମେରିକାର ପ୍ରିୟ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ବୋଲସୋନାରୋଙ୍କୁ ୨୭ ବର୍ଷ ଜେଲ୍‌ ଦଣ୍ଡ

 ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କୁ ସୁପ୍ରିମ୍‌ କୋର୍ଟ ୨୭ ବର୍ଷ ଓ ୩ ମାସର କାରାଦଣ୍ଡ ଶୁଣାଇଛି। ୨୦୨୨ ନିର୍ବାଚନରେ ଲୁଇଜ୍ ଇନାସିଓ ଲୁଲା ଡା…

ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କୁ ନିର୍ମମ ହତ୍ୟା, ଶରୀରରୁ ଅଲଗା କରିଦେଲେ ମୁଣ୍ଡ

ଆମେରିକାର ଡାଲାସ ମୋଟେଲରେ ବୁଧବାର ଏକ ଭୟଙ୍କର ହତ୍ୟାକାଣ୍ଡରେ ୫୦ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଚନ୍ଦ୍ରମୌଳି ନାଗାମଲ୍ଲୟାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ପୋଲିସ ସୂଚନା ଅନୁଯାୟୀ,…

ଆମେରିକା ଟାରିଫ୍ ମାଡ଼ରେ ଚେପା ଭାରତୀୟ ଟଙ୍କା, ସର୍ବକାଳୀନ ନିମ୍ନସ୍ତରକୁ ଖସିଲା

ଗୁରୁବାର ଭାରତୀୟ ଟଙ୍କା ଆମେରିକୀୟ ଡଲାର ତୁଳନାରେ ସର୍ବକାଳୀନ ନିମ୍ନସ୍ତର ୮୮.୪୪୨୫କୁ ଖସିଛି, ଯାହା ଗତ ଶୁକ୍ରବାରର ୮୮.୩୬ ରେକର୍ଡଠାରୁ ୦.୩୯% କମ୍। ଆମେରିକାର ଭାରତୀୟ ସାମଗ୍ରୀ…

ଆମେରିକା ଯିବେ ନାହିଁ ପ୍ରଧାନମନ୍ତ୍ରୀ ମୋଦି: ଟାରିଫ୍‌ ବିବାଦ ମଧ୍ୟରେ ଭାରତର ବଡ଼ ନିଷ୍ପତ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ଶେଷରେ ନ୍ୟୁୟର୍କରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘ ସାଧାରଣ ସଭା (UNGA) ଅଧିବେଶନରେ ଯୋଗଦେବେ ନାହିଁ। ତାଙ୍କ ସ୍ଥାନରେ ବୈଦେଶିକ…

ପୁଟିନ୍‌-ଶେହବାଜ ବଡ଼ ଡିଲ୍‌! ଚମକିପଡିଲା ଭାରତ

ଚାଇନାର ତିଆନଜିନରେ ଚାଲିଥିବା ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ପାଇଁ ବିଶ୍ୱର ଉଦୀୟମାନ ଅର୍ଥନୀତିର ମୁଖ୍ୟମାନେ ଏକତ୍ରିତ ହୋଇଛନ୍ତି। ଏହି ଅବସରରେ ପାକିସ୍ତାନର ପ୍ରଧାନମନ୍ତ୍ରୀ…

ମୋଦିଙ୍କ ବଡ଼ ବିଜୟ: ଜାଣନ୍ତୁ ଚାଇନା ଗସ୍ତର ୧୦ ବଡ଼ ଘଟଣା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚାଇନା ଗସ୍ତ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍‌ ଲାଗୁ କରାଯାଇଥିବା ଦୃଷ୍ଟିରୁ,…

ଏକାଠି ହେଲେ ମୋଦି-ପୁଟିନ-ଜିନପିଙ୍ଗ, ଟ୍ରମ୍ପଙ୍କୁ ବଡ଼ ଚ୍ୟାଲେଞ୍ଜ!

ସାଂଘାଇ ସହଯୋଗ ସଂଗଠନ (SCO)ର 25ତମ ଶିଖର ସମ୍ମିଳନୀ ଚାଇନାର ତିଆନଜିନରେ ଅନୁଷ୍ଠିତ ହେବାକୁ ଯାଉଛି। କିନ୍ତୁ ଏହି ଶିଖର ସମ୍ମିଳନୀ କେବଳ 25ତମ ବୈଠକ ନୁହେଁ,…