ସଲମାନଙ୍କ ଦୁଃଖ, କହିଲେ ଶତ୍ରୁକୁ ବି ନ ହେଉ ଏମିତି ରୋଗ

 ବଲିଉଡ ସୁପରଷ୍ଟାର ସଲମାନ ଖାନ ତାଙ୍କର ଚମତ୍କାର ଫିଟନେସ ଏବଂ ଦମଦାର ବଡି ପାଇଁ ପ୍ରସିଦ୍ଧ ଥିଲେ ମଧ୍ୟ, ସେ ଟ୍ରାଇଜେମିନାଲ ନ୍ୟୁରାଲଜିଆ ନାମକ ଏକ ଗମ୍ଭୀର…

ପୁଣି ନୋ କିସିଂ ନିୟମ ଭାଙ୍ଗିଲେ କାଜଲ, ଅନ୍‌ସ୍କ୍ରିନ୍‌ ସ୍ବାମୀଙ୍କୁ କିସ୍‌ ଦେଇ…

ଲିଉଡ୍‌ ଅଭିନେତ୍ରୀ କାଜଲ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଧାରାବାହିକ, ‘ଦି ଟ୍ରାଏଲ ୨’ ଓ୍ବେବ୍‌ ସିରିଜ୍‌ ଆଜି ଅର୍ଥାତ୍‌ ଶୁକ୍ରବାର JioHotstarରେ ରିଲିଜ ହୋଇଛି।…

‘ଦିଲ ତୁ ହି ବତା’ର ଗାୟକ ଜୁବିନ ଗର୍ଗଙ୍କ ପରଲୋକ

ମନୋରଞ୍ଜନ ଦୁନିଆରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସିଛି। ପ୍ରସିଦ୍ଧ ଆସାମୀ ଗାୟକ ଏବଂ ଅଭିନେତା ଜୁବିନ ଗର୍ଗଙ୍କ ଶୁକ୍ରବାର, ସେପ୍ଟେମ୍ବର ୧୯, ୨୦୨୫ରେ ୫୨ବର୍ଷ ବୟସରେ…

ହଲିଉଡ୍ ତାରକା ସିଡନି ସ୍ୱିନିଙ୍କୁ ବଲିଉଡ୍ ଡେବ୍ୟୁ ପାଇଁ ମିଳିଲା ୫୩୦ କୋଟିର ଅଫର: ରିପୋର୍ଟ

ହଲିଉଡ୍ ଅଭିନେତ୍ରୀ ସିଡନି ସ୍ୱିନି, ଯିଏ ‘ୟୁଫୋରିୟା’ ଓ ‘ଦ୍ୱିଟ୍ ଲୋଟସ୍’ରେ ଅଭିନୟ କରି ପ୍ରସିଦ୍ଧି ଲାଭ କରିଛନ୍ତି, ଏବେ ସେ ବଲିଉଡ୍‌ରେ ଡେବ୍ୟୁ କରିବାର ସୁଯୋଗ…

ରାଜ କୁନ୍ଦ୍ରା-ଶିଳ୍ପା ଶେଟ୍ଟୀ ଠକେଇ ମାମଲାରେ ନୂଆ ମୋଡ଼, EOW ରାଡାରରେ ବିପାଶା ବସୁ, ନେହା ଧୁପିଆ, ଏକତା କପୁର

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହିତ ଜଡିତ ୬୦ କୋଟି ଠକେଇ ମାମଲାରେ ଏକ ନୂତନ ମୋଡ଼ ଆସିଛି। ମୁମ୍ବାଇ…

ଦୀପିକାଙ୍କ ଡିମାଣ୍ଡ ଶୁଣି ମୁଣ୍ଡରେ ହାତ ଦେଲେ ନିର୍ଦ୍ଦେଶକ, ‘କଲ୍କି ୨’ରୁ ବିଦା

ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ବ୍ଲକବଷ୍ଟର ଫିଲ୍ମ ‘କଲ୍କି ୨୮୯୮ ଏଡି’ରେ ଦୀପିକା ପାଦୁକୋନ SUM-80 ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମର ସିକ୍ୱେଲକୁ ନେଇ ଉତ୍ସାହ ଥିବା…

ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଐଶ୍ୱର୍ଯ୍ୟା ରାୟ ବଚନ

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅନୁମତି ବିନା ବାଣିଜି୍ୟକ ଲାଭ ପାଇଁ ଫଟୋଗ୍ରାଫ ଇତ୍ୟାଦି ବ୍ୟବହାର କରିଥିବା କମ୍ପାନୀ ବିରୋଧରେ ଅଭିନେତ୍ରୀ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ…

ଅଭିଜିତ ମଜୁମଦାର ଏବେ ବି କୋମାରେ, ଏମ୍ସ-ଦିଲ୍ଲୀ ଏୟାରଲିଫ୍ଟ ହୋଇପାରନ୍ତି

 ଓଡ଼ିଶାର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ଚିକିତ୍ସା ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଘୋଷଣା କରିଛନ୍ତି। ଅଭିଜିତ ବର୍ତ୍ତମାନ…

ଯାତ୍ରା ପେଣ୍ଡାଲରେ ନାଚିଲେ ନିଶା ମହାରଣା; ଚେୟାର ଫିଙ୍ଗିଲେ ଦର୍ଶକ

ଯାତ୍ରାରେ ଦେଖିବାକୁ ମିଳିଛି ହାଇଡ୍ରାମା। ଅଭିନେତ୍ରୀଙ୍କ ନୃତ୍ୟ ବେଳେ ହେଲା ଚେୟାର ଫୋପଡା, ଫିଙ୍ଗା। ନିଶା ମହାରଣାଙ୍କ ନୃତ୍ୟ ପରେ ଦର୍ଶକ ଚେୟାର ଫିଙ୍ଗିଥିବା ଖବର ଏବେ…

ସାଉଥରେ ଡେବ୍ୟୁ କରିବେ ମହାକୁମ୍ଭର ମୋନାଲିସା

ମହାକୁମ୍ଭରୁ ଭାଇରାଲ ହୋଇଥିବା ମୋନାଲିସାଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଛି କହିଲେ ଚଳେ। ବଲିଉଡ ଫିଲ୍ମ ସାଇନ କରିବା ପରେ, ସେ ଏବେ ଏକ ଦକ୍ଷିଣ ଫିଲ୍ମ…

ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ୍‌ରେ ଦକ୍ଷିଣ ଅଭିନେତା ବାଲକ୍ରିଷ୍ଣ

ଅମରାବତୀ: ସିନେମାରେ ୫୦ ବର୍ଷ ପୂରଣ କରିବା ପାଇଁ ତେଲୁଗୁ ଅଭିନେତା। ନନ୍ଦମୁରୀ ବାଲକ୍ରିଷ୍ଣଙ୍କୁ ସମ୍ମାନିତ କରାଯାଇଛି। ସେ ଏହି ସମ୍ମାନ ପାଇବାରେ ପ୍ରଥମ ତେଲୁଗୁ ଅଭି‌ନେତା…

ନାମୀଦାମୀ କଳାକାର କିନ୍ତୁ କାହାଣୀ ବିରକ୍ତିକର

ନାୟକ ଭାବେ ସୁପରଷ୍ଟାର ରଜନୀକାନ୍ତ, ଖଳନାୟକ ଭାବେ ତେଲୁଗୁ ତାରକା ନାଗାର୍ଜୁନ ଓ ମାଲୟାଲମ ଅଭିନେତା ସୌବିନ, ମୁଖ୍ୟ ଅଭିନେତ୍ରୀ ଭାବେ ଶ୍ରୁତି ହାସନ, ଆଇଟମ୍‌ ଗୀତରେ…

ସ୍କୁଲ ଖୋଲିବାକୁ ଯୋଜନା ରଖିଛନ୍ତି ମହାକୁମ୍ଭ ମେଳାର ଭାଇରାଲ ଗାର୍ଲ

ଲକ୍ଷ୍ମୌ: ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭ ମେଳାକୁ ମାଳା ବ୍ୟବସାୟ କରିବାକୁ ଆସିଥିବା ମୋନାଲିସା ଯେ ରାତରାତି ଷ୍ଟାର ପାଲଟିଯିବେ ଏକଥା ସେ କି ତାଙ୍କ ପରିବାର ସ୍ବପ୍ନରେ…

ପ୍ରେମାନନ୍ଦ ମହାରାଜଙ୍କୁ କିଡନୀ ଦେବାକୁ ‌କହି ଟ୍ରୋଲ ହେଲେ ରାଜ୍ କୁନ୍ଦ୍ରା

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଦମ୍ପତି ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ନିକଟରେ ବୃନ୍ଦାବନ ଗସ୍ତ କରିଥିଲେ। ସେଠାରେ ସେମାନେ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କୁ…

ଅମ୍ରିତାଙ୍କୁ କଣ ପଚାରିଲେ ଅମିତାଭ? କେତେ ଟଙ୍କା ଜିତିଲେ ଓଡ଼ିଆ ଝିଅ ଜାଣିଛନ୍ତି କି?

ଭୁବନେଶ୍ୱର: ଲୋକପ୍ରିୟ ସୋ କୌନ ବନେଗା କରୋଡ଼ପତିରେ ଓଡ଼ିଆ ଝିଅ | ଅମିତାଭଙ୍କ ପ୍ରଶ୍ନର ଉତ୍ତର ଦେଲେ, ଓଡ଼ିଶାର କଳା ସଂସ୍କୃତିର କଥା କହିଲେ | ବିଗ…