ଲଜ୍ଜାରେ ନଇଁଲା ଓଡ଼ିଶା ମୁଣ୍ଡ: ମହିଳାଙ୍କୁ ଉଲଗ୍ନ କରିବା ମାମଲାରେ ଦେଶରେ ପ୍ରଥମ, ବର୍ଷକରେ ୧୯୭୮ କେସ୍‌ ରିପୋର୍ଟ

ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)ର ସଦ୍ୟତମ ରିପୋର୍ଟ ‘କ୍ରାଇମ୍‌ ଇନ୍‌ ଇଣ୍ଡିଆ ୨୦୨୩’ରେ ଏକ ଚିନ୍ତାଜନକ ଚିତ୍ର ପ୍ରକାଶ ପାଇଛି। ୨୦୨୩ରେ ମହିଳାଙ୍କୁ ଉଲଗ୍ନ କରିବା…

ଡାକ୍ତରଙ୍କୁ ମାଡ଼ ମାରିବା ଅଭିଯୋଗରେ ରୋଗୀଙ୍କ ୨ ସମ୍ପର୍କୀୟ ଗିରଫ

ସୁନ୍ଦରଗଡ଼ ବଡ଼ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ରୋଗୀଙ୍କ ସଂପର୍କୀୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ୨୪ ତାରିଖ ରାତିରେ କିଞ୍ଜିରକେଲା ଥାନା ଟାଙ୍ଗରଯୋର ଗାଁର ଶାନ୍ତିଲତା…

କ୍ୟାପିଟାଲ ହସ୍ପିଟାଲ୍‌ରେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ମାମଲା: ପୁଲିସ ସୁରକ୍ଷାରେ ଚାଲିଲା ରୋଗୀଦେଖା

ଭୁବନେଶ୍ବର: ଶିଶୁ ମୃତ୍ୟୁକୁ ନେଇ କ୍ୟାପିଟାଲ୍‌ ହସ୍ପିଟାଲ୍‌ର ସୁରକ୍ଷାକର୍ମୀଙ୍କୁ ହୋଇଥିବା ଆକ୍ରମଣ ଓ ଡାକ୍ତରଙ୍କୁ ହୋଇଥିବା ଦୁର୍ବ୍ୟବହାର ମାମଲାକୁ ନେଇ ଅସନ୍ତୋଷ ଥମିବାର ନାଁ ଧରୁନାହିଁ। ଦୁଇ…

ପୁରୀ ଗଣବଳାତ୍କାର ଘଟଣାରେ ମୁହଁ ଖୋଲିଲେ ନବୀନ: ଭାଜପା ସରକାରଙ୍କୁ କହିଦେଲେ ବଡ କଥା

ପୁରୀ ଜିଲାର ମା’ ବାଲିହରଚଣ୍ଡୀ ମନ୍ଦିର ନିକଟରେ ଜଣେ ଯୁବତୀଙ୍କୁ ଗଣବଳାତ୍କାର ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଦୁଃଖ ଓ କ୍ଷୋଭ ବ୍ୟକ୍ତ…

ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍: ନଗଦ ୨ କୋଟି ଟଙ୍କା ଜବତ

ଆଣ୍ଟି-କରପ୍ସନ୍ ବ୍ୟୁରୋ (ଏସିବି) ମଙ୍ଗଳବାର ସକାଳ ୫ଟାରୁ ଆରମ୍ଭ କରାଯାଇଥିବା ଛାପା ଅପରେସନରେ ତେଲଙ୍ଗାନା ବିଦ୍ୟୁତ ବିଭାଗର ସହାୟକ ଡିଭିଜନାଲ ଇଞ୍ଜିନିୟର (ଏଡିଇ) ଅମ୍ବେଡକରଙ୍କ ଘର ଓ…

FM କଲେଜ ଛାତ୍ରୀ ଆତ୍ମହୂତି ମାମଲା: ହାଇକୋର୍ଟ ନେଲେ ବଡ଼ ନିଷ୍ପତ୍ତି

ବହୁ ଚର୍ଚ୍ଚିତ ଏଫଏମ୍‌ କଲେଜ ଛାତ୍ରୀ ଆତ୍ମହୂତି ମାମଲା। ବାଲେଶ୍ୱର ଏସଡିଜେଏମ ଅଦାଲତରେ ବିଚାରଧୀନ ମାମଲାରେ ଅମିତ ସ୍ପନ୍ଦନ ବେହେରା ଓ ସୌରଭ ବେହେରାଙ୍କୁ ହାଇକୋର୍ଟ ଅନ୍ତରୀଣ…

ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କୁ ନିର୍ମମ ହତ୍ୟା, ଶରୀରରୁ ଅଲଗା କରିଦେଲେ ମୁଣ୍ଡ

ଆମେରିକାର ଡାଲାସ ମୋଟେଲରେ ବୁଧବାର ଏକ ଭୟଙ୍କର ହତ୍ୟାକାଣ୍ଡରେ ୫୦ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଚନ୍ଦ୍ରମୌଳି ନାଗାମଲ୍ଲୟାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ପୋଲିସ ସୂଚନା ଅନୁଯାୟୀ,…

ମହିଳାଙ୍କୁ ଜୀଅନ୍ତା ନିଆଁ ଲଗାଇଦେଲେ: ନିଜେ ସ୍କୁଟି ଚଲାଇ ହସ୍ପିଟାଲରେ ପହଞ୍ଚିଲେ

ଉତ୍ତର ପ୍ରଦେଶର ଫାରୁଖାବାଦରେ ୩୩ ବର୍ଷୀୟ ବିବାହିତା ମହିଳା ନିଶା ସିଂହଙ୍କୁ ଦୀପକ ନାମକ ଜଣେ ବ୍ୟକ୍ତି ଓ ତାଙ୍କ ସାଙ୍ଗମାନେ ଜୀଅନ୍ତା ଜାଳି ଦେଇଥିବା ଅଭିଯୋଗ…

ନାବାଳିକା ଦୁଷ୍କର୍ମକାରୀକୁ ୩୦ ବର୍ଷ ସଶ୍ରମ କାରା ଦଣ୍ଡାଦେଶ

ସମ୍ବଲପୁର: ସମ୍ବଲପୁର ଏଡିଜେ–ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୩୦ ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତକୁ ୫୦ ହଜାର ଟଙ୍କା…

‘ଫୋନ୍‍ ପେ’ରେ ଅନଲାଇନ ଠକେଇ: ପ୍ରଥମେ କ’ଣ କରିବେ

ବର୍ତ୍ତମାନ ସମୟରେ କିଛି ସେକେଣ୍ଡରେ ହିଁ ଅପାଣଙ୍କ ପଇସା ଆକାଉଣ୍ଟରୁ ଗାଏବ ହୋଇଯାଉଛି  । ଅନଲାଇନ ଠକେଇର ଶିକାର ପ୍ରାୟତଃ ସମସ୍ତେ ଫଶୁଥିବା  ଜଣାପଡୁଛି । ଯଦି…

ପୁଲିସ ପାଇଁ ବଢୁଛି ଚ୍ୟାଲେଞ୍ଜ: ଶକ୍ତି ସାଉଁଟିଲା ଡି-ଗ୍ୟାଙ୍ଗ୍‌!

କଟକ ସହରରେ ନିଜର ପୂର୍ବ ପତିଆରା ଫେରି ପାଇବା ପାଇଁ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଗ୍ୟାଙ୍ଗ୍ ସହିତ ହାତ ମିଳାଇଛି ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲ୍‌। ସକିଲ୍‌ ଗ୍ୟାଙ୍ଗରୁ ଦୂରେଇ…

ଅନ୍‌ଲାଇନ୍‌ ମୋବାଇଲ୍‌ ଆପ୍‌ରେ ୨୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗ

ବାଲିକୁଦା: ଜଗତସିଂହପୁର ଜିଲ୍ଲ ବାଲିକୁଦା ଅଞ୍ଚଳରେ ଶତାଧିକ ଯୁବକ ଓ ଯୁବତୀ ଅନ୍‌ଲାଇନ୍‌ ମାଧ୍ୟମରେ ଠିକାମୀର ଶିକାର ହୋଇଛନ୍ତି। ଅନନ୍ତପୁର ଫାଣ୍ଡି ଓ ବନ୍ଦର ସାମୁଦ୍ରିକ ଥାନା…

ଡିଜିଟାଲ୍‌ ଆରେଷ୍ଟରେ ଫସିଗଲେ ସେନା ଡାକ୍ତର

କଟକ: କଟକ ସିଡିଏର ବାସିନ୍ଦା ସେନାବାହିନୀର ଜଣେ ଅବସରପ୍ରାପ୍ତ ଡାକ୍ତର ଡିଜିଟାଲ୍ ଆରେଷ୍ଟରେ ଫସିଯାଇଛନ୍ତି। ସାଇବର୍ ଅପରାଧୀ ଗ୍ୟାଙ୍ଗ ତାଙ୍କ ନିକଟରୁ ୧ କୋଟି ୯ ଲକ୍ଷ…

ନାବାଳିକା ଝିଅକୁ ସାବତ ବାପାର ଦୁଷ୍କର୍ମ ଅଭିଯୋଗ; ଅଭିଯୁକ୍ତ ଅଟକ

ପାଳଲହଡ଼ା: ଜଣେ ୧୨ ବର୍ଷର ନାବାଳିକା ଝିଅକୁ ସାବତ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ଦେବଗଡ଼ଜିଲ୍ଲା ବସୁପାଲି ଅଞ୍ଚଳର ଜଣେ ମହିଳା ସୁନ୍ଦରଗଡ଼…

ମାଦକ ଦ୍ରବ୍ୟ ବିକ୍ରି ଉପରେ ଏସଟିଏଫ ପକ୍ଷରୁ ଚଢ଼ାଉ

ଭୁବନେଶ୍ବର: ଶିକ୍ଷାନୁଷ୍ଠାନ ଅଧୀନରେ ଗଞ୍ଜେଇ, ଡ୍ରଗ୍ସ ଭଳି ବିଭିନ୍ନ ମାଦକ ଦ୍ରବ୍ୟ ବିକ୍ରି ଉପରେ ଏସଟିଏଫ ପକ୍ଷରୁ ଚଢ଼ାଉ କରାଯାଇଛି। ଏୟାରଫିଲଡ ଥାନା ଅଧୀନରେ ଅତର୍କିତ ଚଢ଼ାଉ…