Blog

ବିବାହର ଏକ ବର୍ଷ ମଧ୍ୟରେ ୫ କୋଟି କ୍ଷତିପୂରଣ ଦାବି: ମହିଳାଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ

 ସୁପ୍ରିମକୋର୍ଟ ଗୁରୁବାର ଏକ ବିବାହ ବିଚ୍ଛେଦ ମାମଲାର ଶୁଣାଣି ସମୟରେ ଜଣେ ମହିଳାଙ୍କୁ କଡ଼ା ଚେତାବନୀ ଦେଇଛନ୍ତି, ଯିଏ ମାତ୍ର ଏକ ବର୍ଷର ବିବାହକୁ ଶେଷ କରିବା…

ବିମାନର ଲ୍ୟାଣ୍ଡିଂ ଗିଅରରେ ଲୁଚି ଦିଲ୍ଲୀ ପହଞ୍ଚିଲା ୧୩ ବର୍ଷୀୟ ଆଫଗାନ ବାଳକ

ଆଫଗାନିସ୍ତାନର ଜଣେ ୧୩ ବର୍ଷୀୟ ବାଳକ କୌତୁହଳବଶତଃ କାବୁଲରୁ ଦିଲ୍ଲୀ ଅଭିମୁଖେ ଉଡୁଥିବା କାମ ଏୟାରଲାଇନ୍ସର ଏକ ବିମାନର ଲ୍ୟାଣ୍ଡିଂ ଗିଅର କମ୍ପାର୍ଟମେଣ୍ଟରେ ଲୁଚି ଭାରତ ପହଞ୍ଚିଛନ୍ତି।…

ବିକଶିତ ଭାରତ ଲକ୍ଷ୍ୟରେ ବଡ଼ ବାଧା ବିଚାର ବ୍ୟବସ୍ଥା: ବଡ ବୟାନ ଦେଲେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା

ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦର ସଦସ୍ୟ ସଞ୍ଜୀବ ସାନ୍ୟାଲ କହିଛନ୍ତି, ଭାରତର ବିଚାର ବ୍ୟବସ୍ଥା ‘ବିକଶିତ ଭାରତ’ ଲକ୍ଷ୍ୟରେ ସବୁଠାରୁ ବଡ଼ ବାଧା ହୋଇଛି। ଶନିବାର ନ୍ୟାୟ…

ଏସିଆ କପ୍ ୨୦୨୫: ଅଭିଷେକ ଶର୍ମାଙ୍କ ଝଡ଼ରେ ଭାରତ ୮ ଦିନରେ ଦୁଇଥର ପାକିସ୍ତାନକୁ ହରାଇଲା

ଏସିଆ କପ୍ ୨୦୨୫ରେ ଭାରତ ପାକିସ୍ତାନ ବିପକ୍ଷରେ ଆଉ ଏକ ବିଜୟ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଓ ତିଲକ ବର୍ମାଙ୍କ ଚମତ୍କାର ପ୍ରଦର୍ଶନ…

ଗରମ ଦେଖାଇଲେ ପାକିସ୍ତାନୀ ବୋଲର; ଛକା, ଚୌକା ମାରି ଥଣ୍ଡା କରିଦେଲେ ଅଭିଷେକ ଶର୍ମା

ଏସିଆ କପ୍ ୨୦୨୫ ସୁପର ଫୋର ମୁକାବିଲାରେ ରବିବାର ଭାରତୀୟ ଓପନର ଅଭିଷେକ ଶର୍ମା ଏବଂ ପାକିସ୍ତାନୀ ପେସର ହାରିସ ରାଉଫଙ୍କ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ବାକ୍ୟ ବିନିମୟ…

ଏସିଆ କପ ୨୦୨୫ ସୁପର ଫୋର: ଭାରତର ୫ଟି କ୍ୟାଚ ଛାଡ଼ିବା ପରେ ପାକିସ୍ତାନ ୧୭୨ ରନର ଲକ୍ଷ୍ୟ ଦେଲା

ଏସିଆ କପ ୨୦୨୫ ସୁପର ଫୋର ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଭାରତକୁ ୧୭୨ ରନର ଲକ୍ଷ୍ୟ ଦେଇଛି। ପାକିସ୍ତାନର ଶୀର୍ଷ କ୍ରମ ବ୍ୟାଟସମ୍ୟାନ, ବିଶେଷତଃ…

ଟିପିସିଓଡିଏଲର ଉଦ୍ୟମୀ ସଶକ୍ତିକରଣ କାର୍ଯ୍ୟକ୍ରମ

ଟାଟା ପାୱାର ଓ ରାଜ୍ୟ ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓ ଡିଷ୍ଟ୍ରିବ୍ୟୁଶନ ଲିମିଟେଡ (ଟିପିସିଓଡିଏଲ) ଦ୍ୱାରା ଏମଡିସି ଭୁବନେଶ୍ୱରରେ ଏକ ବିଶେଷ କାର୍ଯ୍ୟକ୍ରମର…

ଆଉ ମାତ୍ର ୨ ଦିନ ଅପେକ୍ଷା କରନ୍ତୁ, ଘରକୁ ନେବେ ଶସ୍ତା ଜିନିଷ

ନୂତନ ସାମଗ୍ରୀ ଏବଂ ସେବା ଟିକସ (GST) ହାର ସୋମବାର (ସେପ୍ଟେମ୍ବର ୨୨) ଠାରୁ ଲାଗୁ ହେବାକୁ ଯାଉଛି। ସରକାର ନୂଆ GST ସ୍ଲାବରେ ଅନେକ ସାମଗ୍ରୀକୁ…

ଯଦି ଆପଣ Flipkart ସେଲର ଲାଭ ଉଠାଇବାକୁ ଚାହାଁନ୍ତି, କରନ୍ତୁ ଏହି ଗୋଟିଏ କାମ, ପାଇବେ ବଡ଼ ଡିସକାଉଣ୍ଟ

Flipkart Big Billion Days ସେଲ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ଏହା ସେପ୍ଟେମ୍ବର ୨୩ ତାରିଖରୁ ଆରମ୍ଭ ହେଉଛି। ଯଦି…

ପୁଣି ନୋ କିସିଂ ନିୟମ ଭାଙ୍ଗିଲେ କାଜଲ, ଅନ୍‌ସ୍କ୍ରିନ୍‌ ସ୍ବାମୀଙ୍କୁ କିସ୍‌ ଦେଇ…

ଲିଉଡ୍‌ ଅଭିନେତ୍ରୀ କାଜଲ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଧାରାବାହିକ, ‘ଦି ଟ୍ରାଏଲ ୨’ ଓ୍ବେବ୍‌ ସିରିଜ୍‌ ଆଜି ଅର୍ଥାତ୍‌ ଶୁକ୍ରବାର JioHotstarରେ ରିଲିଜ ହୋଇଛି।…

‘ଦିଲ ତୁ ହି ବତା’ର ଗାୟକ ଜୁବିନ ଗର୍ଗଙ୍କ ପରଲୋକ

ମନୋରଞ୍ଜନ ଦୁନିଆରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ଆସିଛି। ପ୍ରସିଦ୍ଧ ଆସାମୀ ଗାୟକ ଏବଂ ଅଭିନେତା ଜୁବିନ ଗର୍ଗଙ୍କ ଶୁକ୍ରବାର, ସେପ୍ଟେମ୍ବର ୧୯, ୨୦୨୫ରେ ୫୨ବର୍ଷ ବୟସରେ…

ସାବାଡ଼ ହେବେ ସରକାରୀ କର୍ମଚାରୀ! ଗୋଟିଏ କାର୍ଯ୍ୟାଳୟରେ ୩ ବର୍ଷରୁ ଅଧିକ ଦିନ ରହିଥିଲେ ହେବ ବଦଳି

ଗାଦି ମାଡ଼ିବସି ଦୀର୍ଘଦିନ ଧରି ଗୋଟିଏ ସ୍ଥାନରେ ରହି ଆସିଥିବା ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯିବ। ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟରେ ୩ ବର୍ଷରୁ ଅଧିକ ସମୟ ଥିବା କର୍ମଚାରୀଙ୍କୁ…

ହଲିଉଡ୍ ତାରକା ସିଡନି ସ୍ୱିନିଙ୍କୁ ବଲିଉଡ୍ ଡେବ୍ୟୁ ପାଇଁ ମିଳିଲା ୫୩୦ କୋଟିର ଅଫର: ରିପୋର୍ଟ

ହଲିଉଡ୍ ଅଭିନେତ୍ରୀ ସିଡନି ସ୍ୱିନି, ଯିଏ ‘ୟୁଫୋରିୟା’ ଓ ‘ଦ୍ୱିଟ୍ ଲୋଟସ୍’ରେ ଅଭିନୟ କରି ପ୍ରସିଦ୍ଧି ଲାଭ କରିଛନ୍ତି, ଏବେ ସେ ବଲିଉଡ୍‌ରେ ଡେବ୍ୟୁ କରିବାର ସୁଯୋଗ…

ରାଜ କୁନ୍ଦ୍ରା-ଶିଳ୍ପା ଶେଟ୍ଟୀ ଠକେଇ ମାମଲାରେ ନୂଆ ମୋଡ଼, EOW ରାଡାରରେ ବିପାଶା ବସୁ, ନେହା ଧୁପିଆ, ଏକତା କପୁର

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହିତ ଜଡିତ ୬୦ କୋଟି ଠକେଇ ମାମଲାରେ ଏକ ନୂତନ ମୋଡ଼ ଆସିଛି। ମୁମ୍ବାଇ…

ଦୀପିକାଙ୍କ ଡିମାଣ୍ଡ ଶୁଣି ମୁଣ୍ଡରେ ହାତ ଦେଲେ ନିର୍ଦ୍ଦେଶକ, ‘କଲ୍କି ୨’ରୁ ବିଦା

ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ବ୍ଲକବଷ୍ଟର ଫିଲ୍ମ ‘କଲ୍କି ୨୮୯୮ ଏଡି’ରେ ଦୀପିକା ପାଦୁକୋନ SUM-80 ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମର ସିକ୍ୱେଲକୁ ନେଇ ଉତ୍ସାହ ଥିବା…